Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 10 ଆୟାତ 38
ଵିଭୂତିଯୋଗ · ଶ୍ଲୋକ 38
ଶ୍ଲୋକ 38
ଦଣ୍ଡୋ ଦମଯତାମସ୍ମି ନୀତିରସ୍ମି ଜିଗୀଷତାମ୍ |
ମୌନଂ ଚୈଵାସ୍ମି ଗୁହ୍ଯାନାଂ ଜ୍ଞାନଂ ଜ୍ଞାନଵତାମହମ୍ ||୧୦-୩୮||
ଅନୁବାଦ
ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ ଏବଂ ଜ୍ଞାନୀମାନଙ୍କର ମୁଁ ଜ୍ଞାନ ଅଟେ ।