Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 17 ଆୟାତ 24
ଶ୍ରଦ୍ଧାତ୍ରଯଵିଭାଗଯୋଗ · ଶ୍ଲୋକ 24
ଶ୍ଲୋକ 24
ତସ୍ମାଦୋମିତ୍ଯୁଦାହୃତ୍ଯ ଯଜ୍ଞଦାନତପଃକ୍ରିଯାଃ |
ପ୍ରଵର୍ତନ୍ତେ ଵିଧାନୋକ୍ତାଃ ସତତଂ ବ୍ରହ୍ମଵାଦିନାମ୍ ||୧୭-୨୪||
ଅନୁବାଦ
ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।