Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 2 ଆୟାତ 36
ସାଂଖ୍ଯଯୋଗ · ଶ୍ଲୋକ 36
ଶ୍ଲୋକ 36
ଅଵାଚ୍ଯଵାଦାଂଶ୍ଚ ବହୂନ୍ଵଦିଷ୍ଯନ୍ତି ତଵାହିତାଃ |
ନିନ୍ଦନ୍ତସ୍ତଵ ସାମର୍ଥ୍ଯଂ ତତୋ ଦୁଃଖତରଂ ନୁ କିମ୍ ||୨-୩୬||
ଅନୁବାଦ
ତୁମର ଶ୍ରତୁମାନେ ତୁମର ନିନ୍ଦା କରିବେ ଏବଂ କଠୋର ଶବ୍ଦରେ ଅପମାନିତ କରି ତୁମର ବୀରତ୍ୱକୁ ତାତ୍ସଲ୍ୟ କରିବେ । ଏହାଠାରୁ ଅଧିକ ଯନ୍ତ୍ରଣା ଦାୟକ କ’ଣ ହୋଇପାରେ?