Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 2 ଆୟାତ 50
ସାଂଖ୍ଯଯୋଗ · ଶ୍ଲୋକ 50
ଶ୍ଲୋକ 50
ବୁଦ୍ଧିଯୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ |
ତସ୍ମାଦ୍ଯୋଗାଯ ଯୁଜ୍ଯସ୍ଵ ଯୋଗଃ କର୍ମସୁ କୌଶଲମ୍ ||୨-୫୦||
ଅନୁବାଦ
ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ରହିତ କର୍ମାଭ୍ୟାସ କରିଥାଏ, ସେ ଉଭୟ ଭଲ ମନ୍ଦ କର୍ମର ପ୍ରତିକ୍ରିୟା ଠାରୁ ଏହି ଜନ୍ମରେ ହିଁ ମୁକ୍ତ ହୋଇଯାଏ । ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ, ଯାହାକି କୁଶଳତା ପୂର୍ବକ (ସଠିକ୍ ଚେତନା ଯୁକ୍ତ ହୋଇ) କର୍ମ କରିବାର କଳା ଅଟେ ।
ଆଇଆଇଟି କାନପୁର ଗୀତା ସୁପରସାଇଟରେ ଅଧିକ ଅନୁବାଦ ଏବଂ ମନ୍ତବ୍ୟ
ନିମ୍ନଲିଖିତ ଟିପ୍ପଣୀ ଏକ ପାଠ୍ୟ ଉପକରଣ, ଅତିରିକ୍ତ ଲେଖା ନୁହେଁ ।