Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 4 ଆୟାତ 13
ଜ୍ଞାନକର୍ମସନ୍ଯାସଯୋଗ · ଶ୍ଲୋକ 13
ଶ୍ଲୋକ 13
ଚାତୁର୍ଵର୍ଣ୍ଯଂ ମଯା ସୃଷ୍ଟଂ ଗୁଣକର୍ମଵିଭାଗଶଃ |
ତସ୍ଯ କର୍ତାରମପି ମାଂ ଵିଦ୍ଧ୍ଯକର୍ତାରମଵ୍ଯଯମ୍ ||୪-୧୩||
ଅନୁବାଦ
ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।