Odia
ଗୀତା ମହାତ୍ମ୍ଯ – ଶ୍ଲୋକ 1
ଗୀତା ମହାତ୍ମ୍ଯ · ଶ୍ଲୋକ 1
ଶ୍ଲୋକ 1
ଗୀତାଶାସ୍ତ୍ରମିଦଂ ପୁଣ୍ଯଂ ଯଃ ପଥେତ୍ପ୍ରଯତଃ ପୁମାନ୍
ଵିଷ୍ଣୋଃ ପଦମାଵାପ୍ନୋତି ଭଯସୋକାଦିଵର୍ଜିତଃ
ଅନୁବାଦ
ଯେ ଭକ୍ତ ଏହି ପୁଣ୍ୟମୟ ଗୀତାଶାସ୍ତ୍ରକୁ ଏକାଗ୍ରଚିତ୍ତରେ ପାଠ କରେ, ସେ ଭୟ ଓ ଶୋକରୁ ମୁକ୍ତ ହୋଇ ବିଷ୍ଣୁପଦ ପ୍ରାପ୍ତ କରେ।