Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 11 ଆୟାତ 50
ଵିଶ୍ଵରୂପଦର୍ଶନଯୋଗ · ଶ୍ଲୋକ 50
ଶ୍ଲୋକ 50
ସଞ୍ଜଯ ଉଵାଚ |
ଇତ୍ଯର୍ଜୁନଂ ଵାସୁଦେଵସ୍ତଥୋକ୍ତ୍ଵା
ସ୍ଵକଂ ରୂପଂ ଦର୍ଶଯାମାସ ଭୂଯଃ |
ଆଶ୍ଵାସଯାମାସ ଚ ଭୀତମେନଂ
ଭୂତ୍ଵା ପୁନଃ ସୌମ୍ଯଵପୁର୍ମହାତ୍ମା ||୧୧-୫୦||
ଅନୁବାଦ
ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) ଧାରଣ କରି, ଭୟାତୁର ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ।