Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 18 ଆୟାତ 7
ମୋକ୍ଷସଂନ୍ଯାସଯୋଗ · ଶ୍ଲୋକ 7
ଶ୍ଲୋକ 7
ନିଯତସ୍ଯ ତୁ ସଂନ୍ଯାସଃ କର୍ମଣୋ ନୋପପଦ୍ଯତେ |
ମୋହାତ୍ତସ୍ଯ ପରିତ୍ଯାଗସ୍ତାମସଃ ପରିକୀର୍ତିତଃ ||୧୮-୭||
ଅନୁବାଦ
ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।