Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 11 ଆୟାତ 2
ଵିଶ୍ଵରୂପଦର୍ଶନଯୋଗ · ଶ୍ଲୋକ 2
ଶ୍ଲୋକ 2
ଭଵାପ୍ଯଯୌ ହି ଭୂତାନାଂ ଶ୍ରୁତୌ ଵିସ୍ତରଶୋ ମଯା |
ତ୍ଵତ୍ତଃ କମଲପତ୍ରାକ୍ଷ ମାହାତ୍ମ୍ଯମପି ଚାଵ୍ଯଯମ୍ ||୧୧-୨||
ଅନୁବାଦ
ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ ଶ୍ରବଣ କଲି ।