Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 11 ଆୟାତ 3
ଵିଶ୍ଵରୂପଦର୍ଶନଯୋଗ · ଶ୍ଲୋକ 3
ଶ୍ଲୋକ 3
ଏଵମେତଦ୍ଯଥାତ୍ଥ ତ୍ଵମାତ୍ମାନଂ ପରମେଶ୍ଵର |
ଦ୍ରଷ୍ଟୁମିଚ୍ଛାମି ତେ ରୂପମୈଶ୍ଵରଂ ପୁରୁଷୋତ୍ତମ ||୧୧-୩||
ଅନୁବାଦ
ହେ ପରମେଶ୍ୱର, ଆପଣ ନିଜର ବର୍ଣ୍ଣନା ଯେପରି କଲେ, ଆପଣ ସେହିପରି ହିଁ ଅଟନ୍ତି । ହେ ପୁରୁଷ ଶ୍ରେଷ୍ଠ, ମୁଁ ଆପଣଙ୍କର ସେହି ଦିବ୍ୟ ବିଶ୍ୱରୂପ ଦର୍ଶନ କରିବାକୁ ଚାହୁଁଛି ।