Odia
ଶ୍ରୀଯୁକ୍ତ ଭଗବଦ୍ ଗୀତା ଅଧ୍ୟାୟ 9 ଆୟାତ 10
ରାଜଵିଦ୍ଯା ରାଜଗୁହ୍ଯଯୋଗ · ଶ୍ଲୋକ 10
ଶ୍ଲୋକ 10
ମଯାଧ୍ଯକ୍ଷେଣ ପ୍ରକୃତିଃ ସୂଯତେ ସଚରାଚରମ୍ |
ହେତୁନାନେନ କୌନ୍ତେଯ ଜଗଦ୍ଵିପରିଵର୍ତତେ ||୯-୧୦||
ଅନୁବାଦ
ହେ କୁନ୍ତି ପୁତ୍ର! ମୋର ନିର୍ଦ୍ଦେଶରେ କାର୍ଯ୍ୟକରି, ମାୟାଶକ୍ତି ସମସ୍ତ ସଜୀବ ଏବଂ ନିର୍ଜୀବ ରୂପର ସଂରଚନା କରେ । ଏହି କାରଣରୁ ଭୌତିକ ଜଗତରେ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ (ସୃଷ୍ଟି, ସ୍ଥିତି ଓ ବିଲୟ) ।